୧୪ ବର୍ଷର ଟେଷ୍ଟ କ୍ୟାରିୟର୍ରେ ପଡ଼ିଲା ଯବନିକା: ଜାଣନ୍ତୁ କୋହଲିଙ୍କ ୫ ‘ବିରାଟ’ ରେକର୍ଡ ନୂଆଦିଲ୍ଲୀ,୧୨।୫: ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି। ରୋହିତ ଶର୍ମାଙ୍କ ଅବସରର ମାତ୍ର କିଛି ଦିନ ପରେ, ସେ ଲାଲ ବଲ ଫର୍ମାଟକୁ ମଧ୍ୟ ଅଲବିଦା କହିଛନ୍ତି। ରୋହିତ ଏବଂ ବିରାଟଙ୍କ ଯୋଡ଼ି ଟି-୨୦ ଏବଂ ଟେଷ୍ଟ ଉଭୟ...