ସିଡନୀ ଗ୍ରାଉଣ୍ଡରେ ରେକର୍ଡ ବର୍ଷା: ସଚିନଙ୍କୁ ପଛରେ ପକାଇ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଲେ କୋହଲି ସିଡନୀ,୨୫।୧୦: ଟିମ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବ୍ୟାଟ ଶେଷରେ ଗର୍ଜିଛି। ପର୍ଥ ଏବଂ ଆଡିଲେଡ୍ରେ ଶୂନ୍ୟରେ ଆଉଟ ହେବା ପରେ ସିଡନୀ ମଇଦାନରେ ସେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଫଳରେ ସେ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି। ୭୪...