ଆଇପିଏଲ୍ ମଝିରେ ଅଚାନକ ଗୋଟିଏ ଟିମ୍ କିଣିଦେଲେ ବିରାଟ କୋହଲି: ସାରା ବିଶ୍ୱ ଚକିତ ନୂଆଦିଲ୍ଲୀ,୨୯।୫: ବିଶ୍ୱର ସବୁଠାରୁ ପ୍ରସିଦ୍ଧ କ୍ରିକେଟରଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ବର୍ତ୍ତମାନ IPL 2025 ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଛନ୍ତି। ତାଙ୍କ ଦଳ ୨୦୧୬ ପରେ ପ୍ରଥମ ଥର ପାଇଁ ପଏଣ୍ଟ ଟେବୁଲରେ ଶୀର୍ଷ ୨ରେ ରହିଛି।…