ଏହି କାରଣରୁ ଟେଷ୍ଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି କୋହଲି? ଚମକାଉଛି ଖୁଲାସା ନୂଆଦିଲ୍ଲୀ,୧୧।୫: ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାର ନିଷ୍ପତ୍ତି ବିଷୟରେ ବିସିସିଆଇକୁ ଅବଗତ କରାଇଛନ୍ତି। ତଥାପି ବିସିସିଆଇ ବିରାଟଙ୍କୁ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛି। ଏଣୁ ବିରାଟ ନିଷ୍ପତ୍ତି ବିଷୟରେ କ’ଣ ଭାବୁଛନ୍ତି, ତାହା ଆଗାମୀ...