ପୁଣିଥରେ ଭାଇରାଲ ହେଲେଣି ଭାଇରାଲ ଗର୍ଲ ମୋନାଲିସା,ରୋଜଗାରକୁ ନେଇ… ମୁମ୍ବାଇ,୧୬।୫: ୨୦୨୫ର ମହାକୁମ୍ଭରେ ମାଳା ବିକ୍ରୟ କରିଥିବା ମୋନାଲିସା ଭୋଁସଲେ ଆଜି ଇଣ୍ଟରନେଟ ସେନସେସନ ପାଲଟିଛନ୍ତି। ମହାକୁମ୍ଭରୁ ଭାଇରାଲ ହେବା ପରେ ତାଙ୍କ ଭାଗ୍ୟ ଏତେ ଚମକି ଉଠିଲା ଯେ ତାଙ୍କ ପାଇଁ ଫିଲ୍ମ ଜଗତର ଦ୍ୱାର ଖୋଲିଗଲା। ସମ୍ପ୍ରତି...