ICT ରାୟ ପୂର୍ବରୁ ଢାକାରେ ବୋମା ବିସ୍ଫୋରଣ, ହିଂସାତ୍ମକ ପ୍ରଦର୍ଶନକାରୀଙ୍କୁ ଦେଖିିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଢାକା,୧୭।୧୧: ବାଂଲାଦେଶ ହିଂସାର ମାତ୍ର ଗୋଟିଏ ବର୍ଷ ପରେ, ଦେଶର ରାଜଧାନୀ ଢାକା ପୁଣି ଥରେ ଅଶାନ୍ତ ହୋଇପଡ଼ିଛି। ବୋମା ବିସ୍ଫୋରଣ ଅନେକ ସ୍ଥାନରେ ସ୍ଥାୟୀବାସିନ୍ଦାଙ୍କୁ ଭୟଭୀତ କରିଛି। ଢାକାରେ ହିଂସାତ୍ମକ ପ୍ରତିବାଦ ବଢ଼ିବାରେ ଲାଗିଛି। ପରିସ୍ଥିତି ଏବେ ଏପରି...