ମରାମତିରେ ବିଳମ୍ବ, ରାସ୍ତା ଅବରୋଧ କଲେ ଗ୍ରାମବାସୀ ଦିଗପହଣ୍ଡି,୧୮ା୯(ଅଶେଷ ନାଥ ମିଶ୍ର): ଏନ୍ଏଚ୍ ମରାମତି ଦାବିରେ ବିଳମ୍ବ ଏବଂ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଗ୍ରାମବାସୀ ଗୁରୁବାର ଆସିକା-ଦିଗପହଣ୍ଡି ରାସ୍ତା ପଳାସପୁର ଛକରେ ଏନ୍ଏଚ୍ ୩୨୬ ଅବରୋଧ କରିଛନ୍ତି। ଫଳରେ ଉଭୟ ପାଶର୍ବରେ ଶହଶହ ଗାଡ଼ିମୋଟର ଅଟକି ରହିଥିବାବେଳେ ଗମନାଗମନ ଠପ୍…