ପୁରୀରୁ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଭୁବନେଶ୍ୱର,୨୬।୫: କୃଷି କ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାର ମଇ ୨୯ରୁ ଏକ ପାନ୍-ଇଣ୍ଡିଆ ଅଭିଯାନ—‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଆରମ୍ଭ କରିବ। ଏହି ଅଭିଯାନ, ଯାହା କେନ୍ଦ୍ରର କୃଷି ଉଦ୍ୟୋଗଗୁଡ଼ିକୁ ତৃଣମୂଳ ସ୍ତରକୁ ନେବ, ଜୁନ୍...