VIDEO: ପଡ଼ିଆରେ ଝଗଡ଼ା କଲେ ହିଟମ୍ୟାନ-ଆୟାର! ଏମିତି ହେଲା ରେକର୍ଡ଼, ଭିଡିଓ ହେଉଛି ଭାଇରାଲ ନୂଆଦିଲ୍ଲୀ,୨୩।୧୦: ଆଡିଲେଡ ଦିନିକିଆରେ ମଧ୍ୟ ଟିମ ଇଣ୍ଡିଆର ଆରମ୍ଭ ଖରାପ ଥିଲା। ଭାରତ ଶୁବମନ ଗିଲ (୯) ଏବଂ ବିରାଟ କୋହଲି (୦)ଙ୍କୁ ଶୀଘ୍ର ହରାଇଥିଲା। ରୋହିତ ଶର୍ମା ଏବଂ ଶ୍ରେୟାସ ଆୟର ତା’ପରେ ଉଲ୍ଲେଖନୀୟ ଧର୍ଯ୍ୟ ପ୍ରଦର୍ଶନ କରିଥିଲେ...