ମେ’ ୩୧ରୁ ଚମକିବ ଏହି ୩ ରାଶି ଜାତକଧାରୀଙ୍କ ଭାଗ୍ୟ, ହଠାତ ଧନଲାଭର ଯୋଗ, ଜାଣନ୍ତୁ… ବୈଦିକ ଜ୍ୟୋତିଷଶାସ୍ତ୍ରରେ ଶୁକ୍ର ଗ୍ରହ ପ୍ରାୟ ମାସକ ପରେ ନିଜ ସ୍ଥାନ ପରିବର୍ତ୍ତନ କରିଥାନ୍ତି। ଏହାର ପ୍ରଭାବ ମାନବ ଜୀବନ ସହ ଦେଶବିଦେଶରେ ଦେଖିବାକୁ ମିଳିଥାଏ। ମେ’ ୩୧ରୁ ଶୁକ୍ର ଗ୍ରହ ମେଷ ରାଶିରେ ଗୋଚର କରିବେ। ଏହାଦ୍ୱାରା ୩...