‘ଆମେରିକାର ସର୍ତ୍ତ ନ ମାନିଲେ ଭୋଗିବାକୁ ପଡ଼ିବ ମାଦୁରୋଙ୍କ ଭଳି ପରିଣାମ’, ଭେନେଜୁଏଲା ଉପରାଷ୍ଟ୍ରପତିଙ୍କୁ ଟ୍ରମ୍ପଙ୍କ ଧମକ ଓ୍ବାଶିଂଟନ,୫।୧: ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ପରେ ମଧ୍ୟ, ଟ୍ରମ୍ପ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ପରି ମନେ ହେଉଛି। ଏବେ, ସେ ଭେନେଜୁଏଲାର ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କୁ ଧମକ ଦେଇଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ...