ସମାଜକୁ ଚାରିଟି ଶ୍ରେଣୀରେ ବିଭକ୍ତ କଲା ତାଲିବାନ, ଏମାନଙ୍କୁ ଛୁଇଁବା ମନା ନୂଆଦିଲ୍ଲୀ, ୨୭।୧: ଆଫଗାନିସ୍ତାନର ତାଲିବାନ ଶାସନ ଏକ ନୂତନ “ଅପରାଧିକ କାର୍ଯ୍ୟବିଧି ସଂହିତା” ଜାରି କରିଛି। ଏହି ନୂତନ ନିୟମ ଅନୁସାରେ ସମାଜକୁ ଚାରିଟି ଅଲଗା ଅଲଗା ଶ୍ରେଣୀରେ ବିଭକ୍ତ କରିଛି। ଯାହାକୁ ନେଇ ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।…