ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ ବୈଭବ ସୂର୍ଯ୍ୟବଂଶୀ: ଜାରି ହେଲା ଆଡମିଟ କାର୍ଡ, କମ୍ ଉପସ୍ଥାନ ସତ୍ତ୍ୱେ… ନୂଆଦିଲ୍ଲୀ,୧୨।୨: ଆଜିକାଲି ଷ୍ଟାର ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ଚର୍ଚ୍ଚାରେ ଅଛନ୍ତି। ମାତ୍ର ୧୪ ବର୍ଷ ବୟସରେ ସାରା ବିଶ୍ୱର ବୋଲରଙ୍କୁ ଧରାଶାୟୀ କରିଛନ୍ତି। ସେ ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ତାଙ୍କୁ ଏବେ କେବଳ ପଡ଼ିଆରେ ନୁହେଁ ବରଂ ପରୀକ୍ଷାରେ…