ଟିମ ଇଣ୍ଡିଆରେ ହେବ ବଡ଼ ଅଦଳବଦଳ! ବୈଭବଙ୍କ ପାଇଁ ଖୁସିଖବର, ସଞ୍ଜୁଙ୍କୁ ମିଳିବ ଝଟ୍କା! ଜାଣନ୍ତୁ ଭିତିରି କଥା…
ହାଇଦ୍ରାବାଦ,୧୪।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ଏହି ମ୍ୟାଚ ଜିତି ସିରିଜ କବ୍ଜା କରିବା ଲକ୍ଷ୍ୟରେ ପଡ଼ିଆକୁ…

