Video: ଭଦୋଦରାରେ ମଦ୍ୟପ ଡ୍ରାଇଭର କାର ଚଢେଇ ମହିଳାଙ୍କୁ କଲେ ହତ୍ୟା ନୂଆଦିଲ୍ଲୀ,୧୪।୩: ଗୁରୁବାର ବିଳମ୍ବିତ ରାତିରେ ଗୁଜୁରାଟର ଭଦୋଦରାର କରେଲିବାଗ ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଜଣେ ମଦ୍ୟପ ଡ୍ରାଇଭର ତାଙ୍କ କାରକୁ ଅନେକ ଗାଡ଼ିରେ ଧକ୍କା ଦେଇଥିଲେ। ସିସିଟିଭିରେ କଏଦ ହୋଇଥିବା ଦୁର୍ଘଟଣା ପରେ ଡ୍ରାଇଭରଙ୍କ ବିଚଳିତ ପ୍ରତିକ୍ରିୟା…