Uttar Pradesh

ସ୍ତ୍ରୀଙ୍କୁ ଲୁଚାଇ ଲିଙ୍ଗ ପରିବର୍ତ୍ତନ କରିଦେଇଥିଲେ ଦୁଇ ସନ୍ତାନର ବାପା; ୨ ବର୍ଷ ପରେ ସାମ୍ନାକୁ ଆସିଲା ସତ, ତା’ ପରେ…

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇ ସନ୍ତାନର ପିତା ଗୁପ୍ତରେ ଲିଙ୍ଗ ପରିବର୍ତ୍ତନ (ଜେଣ୍ଡର…

2 weeks ago

ଉତ୍ତର ପ୍ରଦେଶରେ ୪ ବର୍ଷର ନାବାଳିକାକୁ ବଳାତ୍କାର: ସ୍କୁଲ ଭ୍ୟାନ ଡ୍ରାଇଭର ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ଘୃଣ୍ୟ ଅପରାଧ ସାମ୍ନାକୁ ଆସିଛି। ଏକ ବେସରକାରୀ ସ୍କୁଲର ଭ୍ୟାନ ଡ୍ରାଇଭର ୪ ବର୍ଷର ନାବାଳିକାକୁ ବଳାତ୍କାର କରିଥିବା ଜଣାପଡିଛି।…

6 months ago

ବୟଫ୍ରେଣ୍ଡଙ୍କ ଆଗରେ ଯୁବତୀଙ୍କୁ ଗଣବଳାତ୍କାର: ଭିଡିଓ ଭାଇରାଲ ହେବାପରେ ଘଟିଲା…

ଲକ୍ଷ୍ନୌ,୧୫।୫: ଉତ୍ତର ପ୍ରଦେଶର ବିଜନୌର ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜିଲାର କିରତପୁର ଥାନା ଅଞ୍ଚଳର ଏକ ଗାଁରେ ଏକ ହୃଦୟ ବିଦାରକ ଘଟଣା…

9 months ago

ଉତ୍ତରପ୍ରଦେଶରେ ଆଇନର ଶାସନ ଭୁଶୁଡ଼ିପଡ଼ିଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୪: ଉତ୍ତରପ୍ରଦେଶରେ ଆଇନର ଶାସନ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା, ଜଷ୍ଟିସ୍‌ ସଞ୍ଜୟ କୁମାର ଏବଂ…

10 months ago

Video: ହୋଲିରେ ରଙ୍ଗ ଲଗାଇବାକୁ ଡାକି ପୁରୁଣା ପ୍ରେମିକକୁ ହତ୍ୟା କେଲେ ପ୍ରେମିକା

ନୂଆଦିଲ୍ଲୀ,୧୯।୩: ହୋଲିରେ ପ୍ରେମିକଙ୍କୁ ରଙ୍ଗ ଲଗାଇବାକୁ ଡାକି ହତ୍ୟା କଲା ପ୍ରେମିକା। ନୂଆ ପ୍ରେମିକ ସହିତ ମିଶି ପୁରୁଣା ପ୍ରେମକୁ ଦେଲା କବର। ରାତି ଅଧରେ ପୁରୁଣା…

11 months ago

ମହାକୁମ୍ଭ ଦଳାଚକଟାରେ ୧୦ରୁ ଅଧିକ ମୃତ, ଯୋଗୀଙ୍କ ମନ୍ତ୍ରୀ କହିଲେ-‘ଛୋଟ ମୋଟ ଘଟଣା…’

ନୂଆଦିଲ୍ଲୀ, ୨୯।୧: ମହାକୁମ୍ଭ ସଂଘମ କ୍ଷେତ୍ରରେ ବୁଧବାର ଦଳାଚକଟା ଘଟି ୧୦ ରୁ ଅଧିକ ଲୋକେ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ପବିତ୍ର ମୌନି…

1 year ago

ଉତ୍ତରପ୍ରଦେଶରୁ ଆସିଲା ଆଳୁ: କେଜି ୩୦ ଟଙ୍କାରେ କିଣିଲେ ଖାଉଟି

ଭୁବନେଶ୍ୱର,୯।୧୨: ରାଜ୍ୟରେ ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇ ଦେବା ନିମନ୍ତେ ସରକାର ପଡକ୍ଲଃଏପି ନେଇଛନ୍ତି। ରାଜ୍ୟ ସରକାର ନା୍ଫେଡ ମାଧ୍ୟମରେ ଆଳୁ କିଣିବା ସହ…

1 year ago

ୟୁପି ପୋଲିସର ବୋଲ୍‌ବମ୍‌ ଯାତ୍ରା ନିର୍ଦ୍ଦେଶକୁ ନେଇ ବିବାଦ

ନୂଆଦିଲ୍ଲୀ,୧୯ା୭: ବୋଲ୍‌ବମ୍‌ ଯାତ୍ରୀମାନଙ୍କ ସୁବିଧା ପାଇଁ ଯାତ୍ରା ମାର୍ଗରେ ଥିବା ମୁଜାଫରନଗରର ସମସ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ମାଲିକଙ୍କ ନାଁ ସାଇନ୍‌ବୋର୍ଡରେ ଉଲ୍ଲେଖ…

2 years ago

ୟୁପିରେ ବାବୁଙ୍କୁ ସୋସିଆଲ ମିଡିଆ ମନା: ନିର୍ବାଚନରେ ଭାଜପାର ପରାଜୟକୁ ନେଇ ଯୋଗୀ ସରକାର କ୍ଷୁବ୍ଧ

ଲକ୍ଷ୍ନୌ,୨୪ା୬: ଭାଜପା ଶାସିତ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ପୂର୍ବରୁ ଛାପା ଗଣମାଧ୍ୟମ ଓ ରେଡିଓ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀମାନଙ୍କ ଯୋଗଦାନ ଉପରେ ରୋକ ଲଗାଇଥିଲେ।…

2 years ago

ମହିଳା କନଷ୍ଟେବଳଙ୍କ ସହ ହୋଟେଲ୍‌ରୁ ଧରାପଡ଼ିଲେ ପୋଲିସ୍‌ ଅଧିକାରୀ, ଏବେ…

ନୂଆଦିଲ୍ଲୀ, ୨୩।୬: ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସହ ହୋଟେଲରେ ଧରାପଡିଥିବା ସର୍କଲ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ପୁଣିଥରେ ସର୍କଳ ଅଫିସରରୁ…

2 years ago

ମୁଁ ଏଣିକି ଆଉ ସିଧାସଳଖ…ଭାବପ୍ରବଣ ଚିଠି ଲେଖିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୫।୨: ସୋନିଆ ଗାନ୍ଧୀ ବୁଧବାର ରାଜସ୍ଥାନରୁ ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ପୂର୍ବତନ କଂଗ୍ରେସ ସଭାପତି ରାଜ୍ୟ ସଭାକୁ ଯିବା ଖବର ସହିତ ଭାଜପା କ୍ରମାଗତ…

2 years ago

୨୨ ବର୍ଷ ପରେ ହଜିଲା ପୁଅ ଯୋଗୀ ବେଶରେ ମା’ଙ୍କୁ ମାଗିଲେ ଭିକ୍ଷା: ପରେ ଯାହା ଘଟିଲା…

୨୨ ବର୍ଷ ପରେ ହଜିଲା ପୁଅକୁ ଫେରି ପାଇଲେ ମା’। ଯେଉଁଭଳି ଭାବରେ ସେ ନିଜ ପୁଅକୁ ଦେଖିଲେ ସେ ତାଙ୍କ ଆଖିକୁ ମଧ୍ୟ ବିଶ୍ୱାସ କରି…

2 years ago