ମିଛ ପ୍ରତିଶ୍ରୁତି ଦେଇ ସବସ୍ବ ଲୁଟିନେଲା କମ୍ପାନୀ, ପ୍ରଶାସନର ଦ୍ୱାରସ୍ଥ ପରେ ବି ବିସ୍ଥାପିତ ନିରାଶ ଥୁଆମୂଳ ରାମପୁର,୭ା୫(ଦୁର୍ଗା କୀର୍ତ୍ତି): ଆଶାଥିଲା କମ୍ପାନୀ ଆସିବ, ଅଞ୍ଚଳର ବିକାଶ ହେବ। ଅଞ୍ଚଳର ବିକାଶ ସହ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ହେବ। ନିଯୁକ୍ତି ବଢ଼ିବ ଦାଦନ ହଟିବ। ଏଭଳି କିଛି ଆଶା ଓ ସ୍ବପ୍ନ ନେଇ କମ୍ପାନୀ ହାତରେ…