ଉତକେଲାରୁ ବିଶାଖାପାଟଣା ବିମାନ ସେବା ସମ୍ପ୍ରସାରଣ ଦାବି: ଏମ୍ପିଙ୍କୁ ଦାବି ଜଣାଇଲେ କେସିଙ୍ଗା, ୨୫।୫ (ତୁମେଶ୍ୱର ସାହୁ): ଉତକେଲାରୁ ଭୁବନେଶ୍ୱରକୁ ବିମାନ ଉଡାଣ ପ୍ରଥମେ ସପ୍ତାହକୁ ଦୁଇ ଦିନ ଥିବା ବେଳେ ପରେ ସପ୍ତାହକୁ ଛଅ ଦିନ ହୋଇଥିଲା। ସୋମବାର ଠାରୁ ପ୍ରତିଦିନ ବିମାନ ଚାଳନା ପାଇଁ “IndiaOne Air” ପକ୍ଷରୁ ଘୋଷଣା କରାଯାଇଥିଲା।…