H1-B ଭିଜା ପାଇଁ ଆଜିଠାରୁ ୮୮ ଲକ୍ଷ ଆଦାୟ କରିବ ଆମେରିକା…ଜାଣନ୍ତୁ କାହା ଉପରେ ଲାଗୁ, କିଏ ପାଇବେ ଛାଡ଼? ୱାଶିଂଟନ,୨୧।୯: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B ଭିଜା ପାଇଁ ନିଆଯାଉଥିବା ଫିସକୁ ୧,୫୦୦ ଡଲାର (ପ୍ରାୟ ୬ ଲକ୍ଷ ଟଙ୍କା)ରୁ ବଢ଼ାଇ ୧୦୦,୦୦୦ ଡଲାର (ପ୍ରାୟ ୮୮ ଲକ୍ଷ ଟଙ୍କା) କରିଛନ୍ତି। ଏହି ନୂତନ ଫିସ ୨୧ ସେପ୍ଟେମ୍ବର, ଅର୍ଥାତ…