ଆମେରିକାରେ ପାଠ ପଢିବାକୁ ସ୍ବପ୍ନ ଦେଖୁଥିବା ପିଲାଙ୍କ ପାଇଁ ଖୁସି ଖବର ଓ୍ବାଶିଂଟନ,୧୯।୬: ଆମେରିକାରେ ପଢିବାକୁ ସ୍ବପ୍ନ ଦେଖୁଥିବା ଛାତ୍ରମାନଙ୍କ ପାଇଁ ଖୁସି ଖବର ଆସିଛି। ଆମେରିକା ଛାତ୍ର ଭିସା ଉପରୁ ପ୍ରତିବନ୍ଧକ ଉଠାଇ ଦେଇଛି। ଏହାର ଅର୍ଥ ହେଉଛି ଏବେ ଛାତ୍ରମାନେ ଆମେରିକା ଯାଇ ପଢିପାରିବେ। କିନ୍ତୁ ଟ୍ରମ୍ପ ପ୍ରଶାସନ ଏଥିପାଇଁ...