ଆମେରିକା ଆକ୍ରମଣରେ ପରମାଣୁ ଠିକଣା ଗୁରୁତର କ୍ଷତିଗ୍ରସ୍ଥ ହୋଇଥିବା ସ୍ୱୀକାର କଲା ଇରାନ ନୂଆଦିଲ୍ଲୀ,୨୫ା୬: ଇରାନର ପରମାଣୁ କାର୍ଯ୍ୟକ୍ରମରେ ଆମେରିକାର ସାମ୍ପ୍ରତିକ ଆକ୍ରମଣ ପରେ ଦେଶର ତିନୋଟି ପ୍ରମୁଖ ପରମାଣୁ ସ୍ଥାନ—ଫୋର୍ଡୋ, ନାତାନ୍ଜ ଏବଂ ଇସଫାହାନ—ରେ ଗୁରୁତର କ୍ଷତି ହୋଇଥିବା ଇରାନ ସ୍ୱୀକାର କରିଛି। ପୂର୍ବରୁ ଇରାନୀ ଅଧିକାରୀମାନେ ଏହି ଆକ୍ରମଣର ପ୍ରଭାବ ପଡ଼ି଼ନଥିବା...