ଚାଇନାକୁ ଟାର୍ଗେଟ କରି ପୋଷ୍ଟ କଲେ ଟ୍ରମ୍ପ, ପ୍ରତି ଶବ୍ଦ ପିଛା ୪ ବିଲିୟନ ଡଲାର ହରାଇଲା ଆମେରିକା ନୂଆଦିଲ୍ଲୀ,୧୨।୧୦: ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ସୋସିଆଲ୍ ମିଡିଆରେ ଚାଇନାକୁ ନିଶାନା କରି ଏକ ପୋଷ୍ଟରୁ ଅମେରିକୀୟ ଶେୟାର ବଜାରରେ ୨ ଟ୍ରିଲିୟନ୍ ଡଲାର (ପ୍ରାୟ ୧୬୮ ଲକ୍ଷ କୋଟି ଟଙ୍କା) ବୁଡ଼ିଯାଇଛି। ଶୁକ୍ରବାର ବଜାର ନୂତନ ରେକର୍ଡ୍ କରିବାରେ ଥିଲା,…