ଦକ୍ଷିଣ ଚାଇନା ସାଗରରେ ଆମେରିକା ଯୁଦ୍ଧବିମାନ, ହେଲିକପ୍ଟର ନିଖୋଜ; ଟ୍ରମ୍ପ ଦେଲେ ବଡ଼ ବୟାନ ୱାଶିଂଟନ୍,୨୭।୧୦: ଆମେରିକା ନୌସେନାର ବିମାନବାହୀ ଜାହାଜ ୟୁଏସ୍ଏସ୍ ନିମିଟ୍ଜ୍ରୁ ଉଡ଼ାଣ କରିଥିବା ଏଫ୍/ଏ-୧୮ଏଫ୍ ସୁପର୍ ହର୍ନେଟ୍ ଯୁଦ୍ଧବିମାନ ଓ ଏମ୍ଏଚ୍-୬୦ଆର୍ ସୀ ହକ୍ ହେଲିକପ୍ଟର ରବିବାର ଦକ୍ଷିଣ ଚାଇନା ସାଗରରେ ୩୦ ମିନିଟ୍ ଅନ୍ତରରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ହେଲିକପ୍ଟରର ତିନି...