US Iran War: ପରମାଣୁ ଅସ୍ତ୍ରକୁ ନେଇ ଇରାନକୁ ନୂଆ ଧମକ ଦେଲେଣି ଟ୍ରମ୍ପ ତେହରାନ,୧୪।୪: ଆମେରିକା ଏବଂ ଇରାନ ଉପରେ ଯୁଦ୍ଧର କଳା ବାଦଲ ଘୋଡ଼ାଇ ଚାଲିଛି। ପାକିସ୍ତାନରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ଆମେରିକା ହର୍ମୁଜ ପ୍ରଣାଳୀର ଅବରୋଧ ଆରମ୍ଭ କରିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ…