ଟ୍ରମ୍ପଙ୍କ ଚାଲ୍ରେ ଫସିଯିବ କି ଭାରତ: ହୋଇପାରେ ବଡ଼ କ୍ଷତି ଓ୍ବାଶିଂଟନ୍,୧୭।୭: ଭାରତ ଏବଂ ଆମେରିକା ମଧ୍ୟରେ ଟ୍ରେଡ୍ ଡିଲ୍ ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ସୂଚାଇଛନ୍ତି ଯେ, ଭାରତ ସହିତ ଏହି ଚୁକ୍ତିନାମା ଇଣ୍ଡୋନେସିଆ ସହିତ ତାଙ୍କର ବାଣିଜ୍ୟ ଚୁକ୍ତିନାମା ପରି ହୋଇପାରେ। କିନ୍ତୁ…