‘ଜଣାନାହିଁ କେମିତି ବଞ୍ଚିଛନ୍ତି ଟ୍ରମ୍ପ, ତାଙ୍କର ଅଜବ ଅଭ୍ୟାସ’, ଆମେରିକା ସ୍ବାସ୍ଥ୍ୟ ସଚିବଙ୍କ ଆଶ୍ଚର୍ଯ୍ୟଜନକ ବୟାନ ଓ୍ବାଶିଂଟନ,୧୪।୧: ଆମେରିକା ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ସଚିବ, ରବର୍ଟ ଏଫ. କେନେଡି ଜୁନିଅର, ପ୍ରକାଶ କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ଯାତ୍ରା ସମୟରେ ଅଧିକାଂଶ ସମୟରେ ଜଙ୍କ ଫୁଡ ଖାଆନ୍ତି। ତାଙ୍କର ଖାଇବା ଅଭ୍ୟାସ ବହୁତ ଅନନ୍ୟ। କେନେଡି ଏହା...