ଇରାନ ଉପରେ ଆମେରିକାର ଆକ୍ରମଣକୁ ଦେଖି ରାଗରେ ଲାଲ ପଡ଼ିଗଲେ ଏକଛତ୍ରବାଦୀ ଶାସକ ସିଓଲ,୨୩।୬: ଉତ୍ତର କୋରିଆ (DPRK) ଆମେରିକା ଦ୍ୱାରା ଇରାନ ଉପରେ ସାମରିକ ଆକ୍ରମଣକୁ କଡ଼ା ନିନ୍ଦା କରିଛି। ଉତ୍ତର କୋରିଆ ଏହାକୁ ଜାତିସଂଘ ଚାର୍ଟରର ଏକ ଗମ୍ଭୀର ଉଲ୍ଲଂଘନ ବୋଲି କହିଛି, ଯାହାର ମୁଖ୍ୟ ନୀତି ହେଉଛି କୌଣସି ଦେଶର...