ଆମେରିକୀୟ ସେନା ଇରାନ ଉପରେ ବୋମା ବର୍ଷଣ କରିବାବେଳେ ଓ୍ବାର୍ ରୁମ୍ରେ ବସିଥିଲେ ଟ୍ରମ୍ପ, ସାମ୍ନାକୁ ଆସିଲା ଫଟୋ ଓ୍ବାଶିଂଟନ,୨୨ା୬: ଯେତେବେଳେ ଆମେରିକୀୟ ସେନା ଇରାନ ଉପରେ ବୋମା ବର୍ଷା କରୁଥିଲା ସେତେବେଳେ ରାଷ୍ଟ୍ରପତି ଟ୍ରମ୍ପ ଓ୍ବାର୍ ରୁମ୍ ବା ଯୁଦ୍ଧ କକ୍ଷରେ ଉପସ୍ଥିତ ଥିଲେ। ଏହି ସମୟର ଫଟୋ ଏବେ ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକା…