Tag Archives: UPI

ପୁଣି UPI ଡାଉନ୍‌, ଥରେ ପେମେଣ୍ଟ କଲେ ଦୁଇଥର କଟିଯାଉଛି ଟଙ୍କା!

ନୂଆଦିଲ୍ଲୀ,୧୨।୪: ପୁଣି ୟୁପିଆଇ ଡାଉନ୍‌। ଶନିବାର ସାରା ଦେଶରେ ବ୍ୟବହାରକାରୀ UPI ମାଧ୍ୟମରେ ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। UPI ବ୍ୟବହାର କରି କାରବାର କରିବା ସମୟରେ ହଜାର ହଜାର ଲୋକଙ୍କ ଟଙ୍କା ଫସି ରହୁଛି। ଡାଉନଡିଟେକ୍ଟର ଅନୁଯାୟୀ, ମଧ୍ୟାହ୍ନ…

ଏପ୍ରିଲ ୧’ରୁ ଏହି ମୋବାଇଲ ନମ୍ବରରେ ଆଉ ଚାଲିବନି UPI, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୨୧।୩: ଭାରତୀୟ ଜାତୀୟ ପେମେଣ୍ଟ ନିଗମ (NPCI) କହିଛି ଯେ ୧ ଏପ୍ରିଲ, ୨୦୨୫ ରୁ, ଏହା ନିଷ୍କ୍ରିୟ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଥିବା UPI ID ଗୁଡ଼ିକୁ ଡିଲିଙ୍କ୍ କରିବା ଆରମ୍ଭ କରିବ। ଏହା Google Pay, PhonePe,…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏହିଦିନ ଏତେଘଣ୍ଟା ଯାଏ ବନ୍ଦ ରହିବ ଅନଲାଇନ ଟ୍ରାଞ୍ଜାକ୍ସନ

ନୂଆଦିଲ୍ଲୀ,୬।୨: ଯଦି ଆପଣ ଅନଲାଇନ ପେମେଣ୍ଟ କରୁଛନ୍ତି ତେବେ ଆପଣଙ୍କ ପାଇଁ ବଡ଼ ଖବର। ଯଦି କାହାକୁ ଟଙ୍କା ପଠାଇବାକୁ ଚାହାଁନ୍ତି କିନ୍ତୁ ଆପଣଙ୍କ ଫୋନରେ ଇଣ୍ଟରନେଟ କାମ କରୁନାହିଁ, ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ଆପଣ…

ଆଜିଠାରୁ ଦେଶରେ ୪ ବଡ଼ ପରିବର୍ତ୍ତନ: ସାଧାରଣ ଲୋକଙ୍କ ପକେଟକୁ କରିପାରେ ପ୍ରଭାବିତ

ନୂଆଦିଲ୍ଲୀ,୧।୨: ଆଜିଠାରୁ ୨୦୨୫ ବର୍ଷର ଦ୍ୱିତୀୟ ମାସ ଅର୍ଥାତ୍‌ ଫେବୃଆରୀ ଆରମ୍ଭ ହୋଇଛି। ଆଜି ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜିଠାରୁ ଏପରି ଅନେକ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ…

ବଦଳିଯିବ UPI ନିୟମ, ଏହି ପରିବର୍ତନ ନ କଲେ ବନ୍ଦ ହୋଇଯିବ ସର୍ଭିସ

ନୂଆଦିଲ୍ଲୀ,୩୧।୧: ଭାରତରେ ଅନେକ ଲୋକ Paytm, PhonePe ଏବଂ Google Pay ସାହାଯ୍ୟରେ UPI ବ୍ୟବହାର କରିଥାନ୍ତି। ଫେବୃଆରୀ ୧ ରୁ UPI(ୟୂନିଫଏଡ ପେମେଣ୍ଟ ସିଷ୍ଟମ) ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(NPCI) ଏ ସଂକ୍ରାନ୍ତରେ ଏକ…

ଥରକେ ଏତିକି ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିପାରିବେ ୟୁପିଆଇ ପେମେଣ୍ଟ

ମୁମ୍ବାଇ, ୮ା୮: ୟୁପିଆଇ ମାଧ୍ୟମରେ ଏଣିକି ଗୋଟିଏ ଥରରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ। ପୂର୍ବରୁ ଏହି ସୀମା ୧ ଲକ୍ଷ ଟଙ୍କା ଯାଏ ଥିଲା ବେଳେ ଏଥିରେ ବୃଦ୍ଧି କାରାଯାଇଛି। ଏନେଇ ଗୁରୁବାର ଆରବିଆଇର ମୁଦ୍ରା ନୀତି…

ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତଠାରୁ ବହୁ ପଛରେ ଆମେରିକା

ନୂଆଦିଲ୍ଲୀ,୧୧।୪: ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତ କ୍ରମାଗତ ଭାବରେ ନୂତନ ଉଚ୍ଚତାରେ ଛୁଇଁବାରେ ଲାଗିଛି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବୁଧବାର ଡିଜିଟାଲ ପେମେଣ୍ଟରେ ଭାରତର ଅଭିବୃଦ୍ଧି ଉପରେ ଆଲୋକପାତ କରି କହିଛନ୍ତି ଯେ ଦେଶରେ ଏକ ମାସ ମଧ୍ୟରେ ୟୁନିଫାଏଡ୍…

UPI ମାଧ୍ୟମରେ ହେବ ନଗଦ ଟଙ୍କା ଜମା? ଜାଣନ୍ତୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କ’ଣ କଲେ ଘୋଷଣା

ନୂଆଦିଲ୍ଲୀ,୫।୪: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏପ୍ରିଲ ୫ ଶୁକ୍ରବାର ଦିନ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରା ନୀତି ଘୋଷଣା କରିବାବେଳେ କହିଛନ୍ତି ଯେ ସିଡିଏମ (ନଗଦ ଜମା) ରେ ନଗଦ ଜମା ୟୁପିଆଇ ମାଧ୍ୟମରେ…

ତୃତୀୟ ପକ୍ଷ ୟୁପିଆଇ ଆପ୍ ଭାବେ କାର୍ଯ୍ୟ କରିବାକୁ Paytmକୁ ଅନୁମତି ଦେଲା ଏନପିଇସିଆଇ

ନୂଆଦିଲ୍ଲୀ,୧୪।୩: ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିଇସିଆଇ) ମଲ୍ଟି ବ୍ୟାଙ୍କ ମଡେଲ ଅନ୍ତର୍ଗତ ଏକ ତୃତୀୟ ପକ୍ଷ ୟୁପିଆଇ ଆପ୍ ଭାବେ କାର୍ଯ୍ୟ କରିବାକୁ ପେଟିଏମକୁ ଅନୁମତି ପ୍ରଦାନ କରିଛି। ଏହି ଅନୁମତି ପେଟିଏମ୍ ପ୍ୟାରେଣ୍ଟ କମ୍ପାନୀ One97 କମ୍ୟୁନିକେସନ୍…

ଶ୍ରୀଲଙ୍କା, ମରିସସରେ ଆରମ୍ଭ ହେଲା ଭାରତର ୟୁପିଆଇ ସେବା

ନୂଆଦିଲ୍ଲୀ,୧୨।୨: ଶ୍ରୀଲଙ୍କା ଏବଂ ମରିସସରେ ଭାରତ ଏହାର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବାକୁ ସଫଳତାର ସହ ଆରମ୍ଭ କରିଛି। ଏହା ସହିତ, ଏହି ପଦକ୍ଷେପର ଅଂଶ ଭାବରେ ମରିସସରେ ରୁପେ କାର୍ଡ ସେବା ଆରମ୍ଭ କରାଯାଇଛି। ଶ୍ରୀଲଙ୍କାରେ ପ୍ରଥମ ୟୁପିଆଇ…

୨୦୨୩ରେ ୧୮୨ ଲକ୍ଷ କୋଟିର କାରବାର ୟୁପିଆଇ କାରବାରରେ ୪୯% ବୃଦ୍ଧି

ନୂଆଦିଲ୍ଲୀ,୫।୧: କ୍ରମାଗତ ଭାବେ ୟୁନିଫାଏଡ୍‌ ପେମେଣ୍ଟସ ଇଣ୍ଟରଫେସ୍‌ (ୟୁପିଆଇ)ର ଚାହିଦା ଓ କାରବାର ବୃଦ୍ଧି ପାଉଛି। ଏପରିକି ୟୁପିଆଇର ବ୍ୟବହାର ସବୁ ବର୍ଗଙ୍କ ଲାଗି ଏକ ମାଧ୍ୟମ ପାଲଟିଯାଇଛି। ଫଳରେ ଲଗାତର ଭାବେ ୟୁପିଆଇ କାରବାରରେ ଅଭିବୃଦ୍ଧି ଘଟୁଛି। ଉଲ୍ଲେଖଯୋଗ୍ୟ,ନ୍ୟାଶନାଲ ପେମେଣ୍ଟସ…

ପ୍ରଥମ UPI ଟ୍ରାନ୍ସଫର ୨,୦୦୦ ରୁ ଅଧିକ ହେଲେ ୪ ଘଣ୍ଟା ବିଳମ୍ବ ସମ୍ଭାବନା, ଠକେଇକୁ ରୋକିବା ପାଇଁ ପଦକ୍ଷେପ

ନୂଆଦିଲ୍ଲୀ,୨୭ା୧୧: ଭାରତରେ ଏବେ ଅନଲାଇନ କାରବାର ବଢିଚାଲିଥିବା ବେଳେ ଠକାମୀ ମଧ୍ୟ ବୃଦ୍ଧି ପାଇଛି। ଅନଲାଇନ୍ ପେମେଣ୍ଟ ଠକେଇ ରୋକିବା ପାଇଁ ସରକାର ଦୁଇ ଜଣଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣଠାରୁ ଅଧିକ କାରବାର ପାଇଁ ସର୍ବନିମ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri