UPI ପେମେଣ୍ଟ ଉପରେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ କି? ସ୍ପଷ୍ଟ କଲା ଅର୍ଥ ମନ୍ତ୍ରଣାଳୟ ନୂଆଦିଲ୍ଲୀ,୧୧।୬: ଅର୍ଥ ମନ୍ତ୍ରଣାଳୟ ବଡ଼ UPI କାରବାର ଉପରେ MDR ଚାର୍ଜ ଲାଗୁ କରିବାର ରିପୋର୍ଟକୁ ମିଥ୍ୟା ଏବଂ ଭ୍ରାମକ ବୋଲି କହିଛି। ଅନଲାଇନରେ କରାଯାଉଥିବା ଦାବି ଉପରେ ପ୍ରତିକ୍ରିୟା ଦେଇ ମନ୍ତ୍ରଣାଳୟ କହିଛି ଯେ ଏପରି ଭିତ୍ତିହୀନ ଦାବି ନାଗରିକଙ୍କ…