PhonePe UPI Circle Feature: ୟୁପିଆଇରେ ଆସିଲା ନୂଆ ଫିଚର୍, ଏବେ ପେମେଣ୍ଟ କରିବା ହୋଇଯିବ ସହଜ… ନୂଆଦିଲ୍ଲୀ,୧୫।୪: ଭାରତରେ ଡିଜିଟାଲ ପେମେଣ୍ଟର ଯୁଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ସମୟରେ ଆପଣ ଗାଁରୁ ସହର ପର୍ଯ୍ୟନ୍ତ ଅନଲାଇନ୍ ପେମେଣ୍ଟର ବିକଳ୍ପ ପାଇବେ। ଏହାକୁ ଦୃଷ୍ଟିରେ ରଖି PhonePe ଏକ ନୂତନ ଫିଚର ’UPI ସର୍କଲ’ ଲଞ୍ଚ କରିଛି,…