ପ୍ରେମିକାଙ୍କୁ ୭ ଖଣ୍ଡ କରି କୂଅରେ ଫିଙ୍ଗିଦେଲେ ପୂର୍ବତନ ଗାଁ ମୁଖିଆ ନୂଆଦିଲ୍ଲୀ,୨୨।୮: ଉତ୍ତରପ୍ରଦେଶର ଝାନ୍ସି ଜିଲାର କିଶୋରପୁରା ଗାଁରେ ଜଣେ ମହିଳାଙ୍କ ଖଣ୍ଡିତ ଶରୀର କୂଅରୁ ଉଦ୍ଧାର ହୋଇଛି। ପୋଲିସ ଏହି ହତ୍ୟା ମାମଲାରେ ପୂର୍ବତନ ଗାଁ ମୁଖିଆ ସଞ୍ଜୟ ପଟେଲ ଓ ତାଙ୍କ ଭାଇ ସନ୍ଦୀପ ପଟେଲଙ୍କୁ ଗିରଫ କରିଛି।...