ମହାକୁମ୍ଭ ଦଳାଚକଟାରେ ୧୦ରୁ ଅଧିକ ମୃତ, ଯୋଗୀଙ୍କ ମନ୍ତ୍ରୀ କହିଲେ-‘ଛୋଟ ମୋଟ ଘଟଣା…’ ନୂଆଦିଲ୍ଲୀ, ୨୯।୧: ମହାକୁମ୍ଭ ସଂଘମ କ୍ଷେତ୍ରରେ ବୁଧବାର ଦଳାଚକଟା ଘଟି ୧୦ ରୁ ଅଧିକ ଲୋକେ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ପବିତ୍ର ମୌନି ଅମାବାସ୍ୟା ଅବସରରେ ଏହାପରି ଲୋକେ ବୁଡ଼ ପକାଇବାକୁ ସ୍ଥାନ ଖୋଜୁଥିବା ସମୟରେ ଏହି…