ସରକାରଙ୍କ କଡା ନିର୍ଦ୍ଦେଶ, ବୁଲା କୁକୁରଙ୍କୁ ମିଳିବ ଆଜୀବନ ଦଣ୍ଡ ନୂଆଦିଲ୍ଲୀ, ୧୬।୯: ଉତ୍ତରପ୍ରଦେଶରେ ବୁଲା କୁକୁରଙ୍କ ଆକ୍ରମଣ ବଢ଼ିଥିବାରୁ ଯୋଗୀ ଆଦିତ୍ୟନାଥ ସରକାର ସମସ୍ତ ନଗର ନିଗମକୁ ଏକ କଡ଼ା ଆଦେଶ ଜାରି କରିଛନ୍ତି। ପ୍ରମୁଖ ସଚିବ (ନଗର ବିକାଶ) ଅମୃତ ଅଭିଜାତଙ୍କ ଆଦେଶ ଅନୁଯାୟୀ, ଯଦି କୌଣସି ବୁଲା...