ଉର୍ଫି ଜାଭେଦଙ୍କ ଫୁଲିଗଲା ମୁହଁ, ଭିଡିଓ ସେୟାର କରି କହିଲେ କାରଣ ମୁମ୍ବାଇ: ସୋସିଆଲ ମିଡିଆ ଷ୍ଟାର ଉର୍ଫି ଜାଭେଦ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି, କିନ୍ତୁ ଏଥର ତାଙ୍କର ବୋଲ୍ଡ ଫ୍ୟାଶନ ପାଇଁ ନୁହେଁ। ୯ ବର୍ଷ ପୂର୍ବେ କରାଯାଇଥିବା ଲିପ୍ ଫିଲର ହଟାଇବା ପରେ ତାଙ୍କର ଫୁଲା ମୁହଁର ଏକ ଭିଡିଓ ସୋସିଆଲ…