ଉପନିବେଶବାଦ: ସେତେବେଳେ ଇଂଲଣ୍ଡ ଏବେ ଆମେରିକା, ସୁଯୋଗ ଖୋଜୁଛି ଚାଇନା ନୂଆଦିଲ୍ଲୀ,୧୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ନିଷ୍ପତ୍ତି ଏବଂ ବୟାନ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ରମ୍ପ କେବଳ ଆମେରିକାକୁ ଶକ୍ତିଶାଳୀ କରିବାକୁ ଚାହୁଁନାହାନ୍ତି, ବରଂ ଏହାର ଭୌଗୋଳିକ ସୀମା ବଢ଼ାଇବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି।...