ଶେଷ ଦିନିକିଆରେ ଭାରତକୁ ୭୩ ରନରେ ହରାଇଲା ଦକ୍ଷିଣ ଆଫ୍ରିକା ‘ଏ’ ରାଜକୋଟ,୧୯।୧୧: ରାଜକୋଟରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଅନଅଫିସିଆଲ୍ ଦିନିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକା ‘ଏ’ ଦଳ ଭାରତ ‘ଏ’କୁ ୭୩ ରନରେ ପରାସ୍ତ କରି ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ତେବେ ପୂର୍ବରୁ ଦୁଇଟି ମ୍ୟାଚ୍ ଜିତି ସାରିଥିବା...