କେନ୍ଦ୍ରମନ୍ତ୍ରୀ ସୁରେଶ୍ ଗୋପୀଙ୍କ ଇସ୍ତଫା ଦେବାକୁ ପ୍ରସ୍ତାବ: କହିଲେ ଆୟ କମିଗଲାଣି ନୂଆଦିଲ୍ଲୀ,୧୨।୧୦: କେନ୍ଦ୍ରମନ୍ତ୍ରୀ ସୁରେଶ୍ ଗୋପୀ ରବିବାର ମନ୍ତ୍ରୀପଦରୁ ଇସ୍ତଫା ଦେବାର ଇଚ୍ଛା ପ୍ରକାଶ କରିଛନ୍ତି। ସେ ଭାଜପାର ନୂଆ ରାଜ୍ୟସଭା ଏମପି ସି. ସଦାନନ୍ଦନ୍ ମାଷ୍ଟରଙ୍କୁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ନିଜ ସ୍ଥାନ ଦେବାକୁ ପ୍ରସ୍ତାବ ଦେଇଛନ୍ତି। କନ୍ନୁର ଜିଲାର ଏକ କାର୍ଯ୍ୟକ୍ରମରେ…