ଅପରେଶନ ସିନ୍ଦୂର ପରେ ପ୍ରଥମଥର ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ସାମ୍ନା କରିବେ ମୋଦି ନୂଆଦିଲ୍ଲୀ/ଇସଲାମାବାଦ,୨୫।୮: ଭାରତ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖୁବ୍ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମିଳିତ ଜାତିସଂଘର ମଞ୍ଚରେ ଗୋଟିଏ…