ଭାରତର କମିଲା ବେରୋଜଗାରୀ ହାର: ମହିଳାଙ୍କ ନିଯୁକ୍ତିରେ ବୃଦ୍ଧି ନୂଆଦିଲ୍ଲୀ,୧୦।୧୧: ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଭାରତର ବେରୋଜଗାରୀ ହାର ପୂର୍ବ ତ୍ରୈମାସିକର ୫.୪%ରୁ ହ୍ରାସ ପାଇ ୫.୨%ରେ ପହଞ୍ଚିଛି। କୃଷି ଋତୁରେ ଗ୍ରାମାଞ୍ଚଳରେ ନିଯୁକ୍ତି ବୃଦ୍ଧି ଏବଂ ମହିଳାମାନଙ୍କ ଅଂଶଗ୍ରହଣରେ ଉନ୍ନତି ଯୋଗୁଁ ଏହି ହ୍ରାସ…