ବେକାରୀ ସମସ୍ୟା ଦୂର ପାଇଁ ଜିଲା ନିଯୁକ୍ତି କାର୍ଯ୍ୟାଳୟର ପ୍ରୟାସ, ନିଯୁକ୍ତି ପାଇବେ… ଦାରିଙ୍ଗବାଡ଼ି,୨୩ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବେକାର ଯୁବତୀଯୁବକଙ୍କୁ କର୍ମ ନିଯୁକ୍ତି ପାଇଁ ଜିଲା ଦକ୍ଷତା ବୃଦ୍ଧି ତଥା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ପ୍ରୟାସ ଜୋରଦାର କରାଯାଇଛି। ଜିଲାରେ ରହିଥିବା ସମସ୍ତ ୧୨ ଟି ବ୍ଲକ ଅଞ୍ଚଳରେ ସିକ୍ୟୁରିଟି…