ବିମାନ ବନ୍ଦରରେ ପହଞ୍ଚିଥିବା ସୁନ୍ଦରୀ ମହିଳାଙ୍କ ଅନ୍ତବସ୍ତ୍ରରୁ ମିଳିଲା ଏମିତି ଜିନିଷ ସମସ୍ତେ ଆଶ୍ଚର୍ଯ୍ୟ ଓ୍ବାଶିଂଟନ,୨୮।୭: ଆମେରିକାର ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି, ଯାହା ସାରା ବିଶ୍ୱରେ ଆଲୋଚନା ହେଉଛି। ଫ୍ଲୋରିଡାର ଜଣେ ମହିଳା ଖୁବ ସୁନ୍ଦର ପୋଷାକ ପିନ୍ଧି ବିମାନବନ୍ଦରରେ ପହଞ୍ଚିଥିଲେ। ଯେତେବେଳେ ସେ ଯାଞ୍ଚ ପ୍ରକ୍ରିୟା ଦେଇ ଯାଉଥିଲେ,...