ଆର୍ଥିକ ସଙ୍କଟ ମଧ୍ୟରେ ପ୍ରାୟ ୭,୦୦୦ ଚାକିରି ହ୍ରାସ କରିପାରେ ଜାତିସଂଘ: ରିପୋର୍ଟ ନୂଆଦିଲ୍ଲୀ,୩୦।୫: ଜାତିସଂଘ ସଚିବାଳୟ ଆର୍ଥିକ ସଙ୍କଟ ସାମ୍ନା କରୁଥିବା ବେଳେ ଏହାର ୩.୭ ବିଲିୟନ ଡଲାର ବଜେଟକୁ ୨୦% ହ୍ରାସ କରିବା ଏବଂ ପ୍ରାୟ ୬,୯୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି ବୋଲି ରୟଟର୍ସ ରିପୋର୍ଟରୁ ଜଣାପଡ଼ିଛି। ଏହି...