ଜାତିସଂଘର ପୁଣି ଦୋହରାଇଲେ ଟ୍ରମ୍ପ, ‘ମୁଁ ଶେଷ କରିଛି ଭାରତ-ପାକିସ୍ତାନ ଯୁଦ୍ଧ’ ନୂଆଦିଲ୍ଲୀ,୨୩ା୯: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ୮୦ତମ ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେଇ ୭ ମାସରେ ୭ଟି ‘ଅନ୍ତହୀନ’ ଯୁଦ୍ଧ ସମାପନ କରିବାର ଦାବି କରିଛନ୍ତି। “ସେମାନେ କହୁଥିଲେ ଏହା ଅସମ୍ଭବ, କିଛି ୩୧ ବର୍ଷ, ଗୋଟିଏ ୩୬…