Asia Cup 2025: IND vs PAK ମ୍ୟାଚରେ ଏହି ଅମ୍ପାୟାରଙ୍କ ଏଣ୍ଟ୍ରିକୁ ନେଇ ଟେନସନରେ ଭାରତୀୟ ପ୍ରଶଂସକ ନୂଆଦିଲ୍ଲୀ,୯।୯: ଏସିଆ କପ ୨୦୨୫ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏସିଆ କପ ୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି। ଏହା ପୂର୍ବରୁ, ଏସିଆନ କ୍ରିକେଟ ପରିଷଦ ଅମ୍ପାୟାରଙ୍କ ତାଲିକା ପ୍ରକାଶ କରିଛି। ୧୪ସେପ୍ଟେମ୍ବରରେ ଭାରତ...