ବଲାଙ୍ଗୀର/ଟିଟିଲାଗଡ଼,୨୯ା୧୦(ସୁନିଲ କୁମାର ମହାନ୍ତି/ଶରତ ମିଶ୍ର): ଟିଟିଲାଗଡ଼ ସିଟି ଆଣ୍ଡ୍ ଜିଏସ୍ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କୁ…