ହଠାତ୍ ରାଜସ୍ଥାନରେ ଅବତରଣ କଲା ୟୁକ୍ରେନ ରାଷ୍ଟ୍ରପତି ସ୍ତ୍ରୀଙ୍କ ବିମାନ, ଜାଣନ୍ତୁ କାରଣ ନୂଆଦିଲ୍ଲୀ,୫।୮: ୟୁକ୍ରେନର ପ୍ରଥମ ମହିଳା ଓଲେନା ଭୋଲୋଦିମିରିଭନା ଜେଲେନସ୍କା ଓ ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହାଙ୍କ ସମେତ ଏକ ଉଚ୍ଚସ୍ତରୀୟ ୟୁକ୍ରେନୀୟ ପ୍ରତିନିଧି ଦଳ ରବିବାର ଜୟପୁର ଆନ୍ତର୍ଜାତୀୟ ବିମାନବନ୍ଦରରେ ଇନ୍ଧନ ଭର୍ତ୍ତି ପାଇଁ ଅବତରଣ କରିଥିଲେ। ଏହି ବିମାନ...