ୟୁକ୍ରେନକୁ ସାହାଯ୍ୟ ପାଇଁ ପୁଣି ହାତ ବଢେଇଲା ଆମେରିକା, ୧୫୦ ମିଲିୟନ ଡଲାରର ସାମରିକ ସହାୟତା କଲା ଘୋଷଣା ଓ୍ବାଶିଂଟନ,୨୭।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧର ଅନ୍ତ କେବେ ହେବ ତାହା କେହି ଜାଣିନାହାନ୍ତି। ଯୁଦ୍ଧରେ ଆମେରିକା କ୍ରମାଗତ ଭାବରେ ୟୁକ୍ରେନକୁ ସାହାଯ୍ୟ କରୁଥିବା ବେଳେ ଗୁରୁବାର ପୁଣି ୱାଶିଂଟନ କିଭ୍ ପାଇଁ... Posts pagination Newer posts 1 2 3 4