ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ… ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି ଲୋକଙ୍କୁ ପସନ୍ଦ ଆସିଥାଏ । ଥଣ୍ଡା କମ କରିବା ଏବଂ ଶରୀରକୁ ଆରାମ ଦେବା...