EPFO ଇଏଲଆଇ ଯୋଜନା ପାଇଁ UAN-ଆଧାର ଲିଙ୍କ୍ ଅବଧି ବଢ଼ିଲା, ଜାଣନ୍ତୁ ପ୍ରକ୍ରିୟା ନୂଆଦିଲ୍ଲୀ,୨ା୬: ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର UAN ସକ୍ରିୟ କରି ନାହାନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ବଡ ଖବର। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) UAN ସକ୍ରିୟକରଣ ଏବଂ ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରିବାର...